COVID-19 UNLOCK GUIDELINES FOR AUGUST MONTH

 

*ଅଗଷ୍ଟ ଅନ୍-ଲକ୍ ଗାଇଡଲାଇନ*

୧) ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରିରହିବ

୨) ଭୁବନେଶ୍ୱର, କଟକ, ପୁରୀ ସହରରେ ସପ୍ତାହନ୍ତ ସଟଡାଉନ୍ ରହିବ

୩) ମଲ ଓ ପାର୍କ ଖୋଲିବାକୁ  ମିଳିଲା ଅନୁମତି

୪) ବର୍ତ୍ତମାନ ରାଜ୍ୟରେ ବନ୍ଦ ରହିବ ଧର୍ମାନୁଷ୍ଠାନ

୫) ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ କରାଯାଇପାରିବ ନାହିଁ

୬)  ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍

୭) ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲି ପାରିବ

୮) ସିନେମା ହଲ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ

୯) ହଲ, ମଲ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ

୧୦) ରାଜ୍ୟ ଭିତରେ ବସ ଚାଲୁ ରହିବ, ସିଟିଂ କାପାସିଟିରେ ଯାତ୍ରୀ ନେବେ

୧୧) ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ

୧୨) ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ

୧୩) ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ

୧୪) ଅଗଷ୍ଟ ୧ ସକାଳ ୬ଟାରୁ ସେପ୍ଟେମ୍ବର ୧ ସକାଳ ୬ଟା ଯାଏ ଲାଗୁ ହେବ ନିୟମ

Post a Comment

0 Comments